ଶୁଶ୍ରୂଷଣ Ṡuṡrūshāṇa

  • ସଂ. ବି—(ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍ ବା ଦ୍ୱିତ୍ୱ+ଭାବ ଅନ+ଆ) — ସେବା; ପରିଚର୍ଯ୍ଯା — Service; tending; attendance