ଶୁଶ୍ରୂଷକ Ṡuṡrūshaka

  • ସଂ. ବିଣ. ପୁଂ (ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍ ବା ଦ୍ୱିତ୍ୱ+ କର୍ତ୍ତ ଅକ) ଶୁଶ୍ରୁଷାକାରୀ—ସେବା— କାରୀ — Serving; tending; nursing; looking after the comforts of a person
  • ସଂ. ବିଣ. ପୁଂ (ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍ ବା ଦ୍ୱିତ୍ୱ+ କର୍ତ୍ତ ଅକ) ଆଜ୍ଞା ପାଳକ — Obedient
  • ସଂ. ବିଣ. ପୁଂ (ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍ ବା ଦ୍ୱିତ୍ୱ+ କର୍ତ୍ତ ଅକ) ମନୋଯୋଗକାରୀ — Attentive (Apte)
  • ସଂ. ବି. ପୁଂ — ସେବକ — Servant; attendant