ଶୁଶୁମାର Ṡuṡumāra

  • ଦେ. ବି — ବନ୍ୟ ବୃକ୍ଷ ବିଶେଷ — A kind of tree Ylocarpus Obovatus
  • ଦେ. ବି — [ଦ୍ର—ଏହା ନଈ ମୁହାଣ ପଠାରେ ଥିବା ଗଛ। ଏହା ଉଚ୍ଚତାରେ ପ୍ରାୟ 18 ଫୁଟ୍ ପର୍ଯ୍ୟନ୍ତ ବଢ଼େ।] — [ଦ୍ର—ଏହା ନଈ ମୁହାଣ ପଠାରେ ଥିବା ଗଛ ଏହା ଉଚ୍ଚତାରେ ପ୍ରାୟ18ଫୁଟ୍ ପର୍ଯ୍ୟନ୍ତ ବଢ଼େ]