ଶୁଶିରି Ṡusiri

  • ଦେ. ବି (ସଂ. ଶୁଷି=ଛିଦ୍ର) — ଛିଦ୍ର ଯୁକ୍ତ ବାଦ୍ୟଯନ୍ତ୍ର ବିଶେଷ; (ମୁଖବାୟୁ ସାହାଯ୍ଯରେ ଏହା ବାଜେ) — A wind; instrument of music; a whistle