ଶୁଳ୍ଲ Ṡuḻla

  • ସଂ. ବି—(ଶୁଲ୍ ଧାତୁ+କରଣ. ଲ) — ଦଉଡ଼ି; ରଜ୍ଜୁ — Rope; chord; string
  • ସଂ. ବି—(ଶୁଲ୍ ଧାତୁ+କରଣ. ଲ) — ତାମ୍ର; ତମ୍ବା — Copper