ଶୁଭ୍ର ରଶ୍ମି Ṡubhra raṡmi

  • ସଂ. ବି (ବହୁବ୍ରୀହି; ଶୁଭ୍ର ଅଟେ ରଶ୍ମି, ଭାନୁ ଯାହାର) — ଚନ୍ଦ୍ର — The moon
  • ସଂ. ବି (ବହୁବ୍ରୀହି; ଶୁଭ୍ର ଅଟେ ରଶ୍ମି, ଭାନୁ ଯାହାର) — କର୍ପୂର — Camphor
  • ସଂ. ବି (ବହୁବ୍ରୀହି; ଶୁଭ୍ର ଅଟେ ରଶ୍ମି, ଭାନୁ ଯାହାର) — (କର୍ମଧା) ଉଜ୍ଜ୍ୱଳ କିରଣ — Bright rays
  • ସଂ. ବି (ବହୁବ୍ରୀହି; ଶୁଭ୍ର ଅଟେ ରଶ୍ମି, ଭାନୁ ଯାହାର) — ଧଳା କିରଣ — White rays