ଶୁଭାଙ୍ଗୀ Ṡubhāṅgī
- ସଂ. ବିଣ. ଓ ବିଣ. ସ୍ତ୍ରୀ — (ବହୁବ୍ରୀହି) କୁବେର ପତ୍ନୀ — The wife of the God of wealth
- ସଂ. ବିଣ. ଓ ବିଣ. ସ୍ତ୍ରୀ — ସୁନ୍ଦରୀ ସ୍ତ୍ରୀ — A graceful lady
- ସଂ. ବିଣ. ଓ ବିଣ. ସ୍ତ୍ରୀ — [ଉ— ନ ଭାଙ୍ଗରେ ଶୁଭଙ୍ଗୀ ଭାରତୀ ହୁଅ ସାହା—କବିସୂର୍ଯ୍ଯ, କିଶୋରୀଚମ୍ପୂ, ନ ଗୀତ।]
- ସଂ. ବିଣ. ଓ ବିଣ. ସ୍ତ୍ରୀ — କାମଦେବଙ୍କ ପତ୍ନୀ; ରତି ଦେବୀ — The wife of God Cupid