ଶୁଭାକର ଦେବ Ṡubhākara deba

  • ଦେ. ବି (ନାମ) — ଭୌମ ବଂଶର ଜନୈକ ରାଜା — The name of a king of the Bha̲u̲ma dynasty
  • ଦେ. ବି (ନାମ) — [ଦ୍ର—ଏ ପର୍ଯ୍ୟନ୍ତ ଭୌମ ବଂଶରେ ଚାରିଜଣ ଶୁଭାକର ଦେବ ଥିବା ଜଣା ଯାଇଛି। ପ୍ରଥମ ଶୁଭାକର ଦେବ ପରମସୌଗତ (ବୌଦ୍ଧ) ଥିଲେ। କିନ୍ତୁ ପରବର୍ତ୍ତୀ ଶୁଭାକରମାନେ ପରମମାହେଶ୍ୱର, ପରମ ଭଟ୍ଟାରକ, ମହାରାଜାଧିରାଜ, ପରମେଶ୍ୱର ପ୍ରଭୃତି ଚକ୍ରବର୍ତ୍ତୀ ଲକ୍ଷଣୋପେତ ବିରୁଦ ମାନ ଧାରଣ କରିଥିଲେ। କେଦାରନାଥ ମହାପାତ୍ର।]