ଶୁଭକର କେଶରୀ Ṡubhakara keṡarī

  • ଦେ. ବି (ନାମ) — ଓଡ଼ିଶାର କେଶରୀବଂଶୀୟ ଜନୈକ ରାଜା — The name of a king of the Keṡarī dynasty of ancient Orissa
  • ଦେ. ବି (ନାମ) — [ଦ୍ର—ଯାଜପୁର ସବଡିଭିଜନର ନେଉଳ— ପୁରରେ ଆବିଷ୍କୃତ ତାମ୍ରଶାସନ ଅନୁସାରେ ଏ ଚୀନର ରାଜାଙ୍କୁ 'ବୌଦ୍ଧାବତଂସକ ସୂତ୍ର' ନାମକ ଗୋଟିଏ ବୌଦ୍ଧ ଗ୍ରନ୍ଥ ଉପହାର ଦେଇଥିଲେ—ଚନ୍ଦ୍ରଶେଖର ଦାସ।]