ଶୁଭଂକରୀ Ṡubhaṁkarī

  • ସଂ. ବି. ସ୍ତ୍ରୀ — ପାର୍ବତୀ; ଦୁର୍ଗା — Goddess Durgā
  • ଦେ. ବି — ଶୁଭଂକରଙ୍କ ପ୍ରଦର୍ଶିତ ସୂତ୍ର ଅନୁସାରେ କଷା ଯାଇଥିବା ଏକପ୍ରକାର ଗାଣିତିକ ସମସ୍ୟା — Arithmetical poblems solved with the help of Ṡubhṁkar's aphorisms