ଶୁଭଂକରୀ ରୀତି Ṡubhaṁkarī rīti
- ଦେ. ବି — ବସ୍ତୁର ମୂଲ୍ୟ ବା ପରିମାଣ ବାହାର କରିବା ପାଇଁ ବ୍ଯବହୃତ ସର୍ବଜନବୋଧ୍ୟ ଗଣିତର ମାନସାଙ୍କ ସୂତ୍ର — Simple aphorisms for calculating the price of commodities when wholesale rates are given
- ଦେ. ବି — [ଉ—ଘିଅ ମହଣକୁ 45 ଟଙ୍କା ହେଲେ 3 ସେର ଘିଅର ଦାମ କେତେ? ଏ ପ୍ରଶ୍ନର ମୀମାଂସା କରିବାକୁ ଶୁଭଂକରୀ ସୂତ୍ର ଅଛି— ଟଙ୍କା ପ୍ରତି ମହଣକୁ ହୋଇବ ଯେ ଦର ଟଙ୍କା ପ୍ରତି ଆଠ ଗଣ୍ଡା ସେର ପ୍ରତି ଧର। — [ଉ—ଘିଅ ମହଣକୁ45ଟଙ୍କା ହେଲେ3ସେର ଘିଅର ଦାମ କେତେ? ଏ ପ୍ରଶ୍ନର ମୀମାଂସା କରିବାକୁ ଶୁଭଂକରୀ ସୂତ୍ର ଅଛି— ଟଙ୍କା ପ୍ରତି ମହଣକୁ ହୋଇବ ଯେ ଦର ଟଙ୍କା ପ୍ରତି ଆଠ ଗଣ୍ଡା ସେର ପ୍ରତି ଧର
- ଦେ. ବି — ଅତଏବ ସେରେ ଘିଅର ଦାମ 45 x 8 ଗଣ୍ଡା= 360 ଗଣ୍ଡା=ଅଠର ଅଣା=ଏକ ଟଙ୍କା ଦୁଇ ଅଣା; 3 ସେର ଘିଅର ଦାମ ହୋଲା ତିନି ଟଙ୍କା ଛଅ ଅଣା।] — ଅତଏବ ସେରେ ଘିଅର ଦାମ45 x 8ଗଣ୍ଡା=360ଗଣ୍ଡା=ଅଠର ଅଣା=ଏକ ଟଙ୍କା ଦୁଇ ଅଣା;3ସେର ଘିଅର ଦାମ ହୋଲା ତିନି ଟଙ୍କା ଛଅ ଅଣା]