ଶୁଭ ଲକ୍ଷଣ Ṡubha lakshaṇa

  • ସଂ. ବି (କର୍ମଧା) — ମଙ୍ଗଳମୟ ଚିହ୍ନ — Auspicious sing
  • ବିଣ. ପୁଂ (ବହୁବ୍ରୀହି) ଶୁଭଲକ୍ଷଣଯୁକ୍ତ; ସୂଲକ୍ଷଣ — Having auspicious sings
  • ବିଣ. ପୁଂ (ବହୁବ୍ରୀହି) [ଉ—ଶୁଭଲକ୍ଷଣା ଲକ୍ଷ୍ମୀ ତାହାଙ୍କ ଭଗ୍ନୀ ଥିଲେ। କୃଷ୍ଣସିଂହ, ମହାଭାରତ।]