ଶୁଭ ବଧେଇ Ṡubha badhei

  • ଦେ. ବି — ପୁତ୍ରଲାଭ, ସ୍ତ୍ରୀର ପ୍ରଥମ ରଜୋଦର୍ଶନ ଆଦି ଶୁଭ ସଂବାଦ ଆଣିଥିବା ବ୍ଯକ୍ତିକୁ ଦିଆଯିବା ପୁରସ୍କାର — Reward given to a messenger of happy news