ଶୁଭ ଦୃଷ୍ଟି Ṡubha dṛushṭi
- ସଂ. ବି (କର୍ମଧା) — ମଙ୍ଗଳଜନକ ଦୃଷ୍ଟି — Auspicious look
- ସଂ. ବି (କର୍ମଧା) — ଦୟାଳୁତାପୂର୍ଣ୍ଣ ଦୃଷ୍ଟି — Kind look
- ସଂ. ବି (କର୍ମଧା) — ଅନୁକୂଳ ଦୃଷ୍ଟି — Favourable look
- ସଂ. ବି (କର୍ମଧା) — ବିବାହକାଳରେ ବର ଓ କନ୍ୟାଙ୍କର ଶୁଭଲଗ୍ନରେ ପରସ୍ପର ପ୍ରତି ପ୍ରଥମ ଦୃଷ୍ଟି — The first ceremonial interview between the bride and the bridegroom at the marriage in an auspicious moment