ଶୁଭ ଚନ୍ଦ୍ର Ṡubha chandra

  • ସଂ. ବି (ଜ୍ୟୋତିଷ) — କଲ୍ୟାଣୀ ଚନ୍ଦ୍ର; ଶୁକ୍ଳପକ୍ଷ ଓ କୃଷ୍ଣ ପକ୍ଷରେ ଭିନ୍ନ ଭିନ୍ନ ବ୍ଯକ୍ତିଙ୍କ ଜନ୍ମ ରାଶିଠାରୁ ନିର୍ଦ୍ଦିଷ୍ଟ ଗୃହରେ ଥିବା ଚନ୍ଦ୍ରଗ୍ରହର ଶୁଭଶଂସୀ ଅବସ୍ଥାନ — Auspicious position of the moon in respect of person's horocope
  • ସଂ. ବି (ଜ୍ୟୋତିଷ) — [ଦ୍ର—'ଚତୁର୍ଥେ ଦ୍ୱାଦଶେ କୃଷ୍ଣେ, ଶୁକ୍ଳେ ଦ୍ୱେ ନବ ପଞ୍ଚକେ' ବଚନରୁ ଶୁକ୍ଳ— ପକ୍ଷରେ 4 ର୍ଥ ଓ 2 ୟ ଓ କୃଷ୍ଣ ପକ୍ଷରେ 2 ୟ, 9 ମ ଓ 5 ମ ଚନ୍ଦ୍ର ଶୁଭକର।] — [ଦ୍ର—'ଚତୁର୍ଥେ ଦ୍ୱାଦଶେ କୃଷ୍ଣେ, ଶୁକ୍ଳେ ଦ୍ୱେ ନବ ପଞ୍ଚକେ' ବଚନରୁ ଶୁକ୍ଳ— ପକ୍ଷରେ4ର୍ଥ ଓ2ୟ ଓ କୃଷ୍ଣ ପକ୍ଷରେ2ୟ,9ମ ଓ5ମ ଚନ୍ଦ୍ର ଶୁଭକର]