ଶୁନ୍ଧ୍ୟୁ Ṡundhyu

  • ସଂ. ବି—(ଶୁନ୍ଧ୍ ଧାତୁ+କର୍ତ୍ତୃ. ଯୁ) — ଅଗ୍ନି — Fire
  • ସଂ. ବି—(ଶୁନ୍ଧ୍ ଧାତୁ+କର୍ତ୍ତୃ. ଯୁ) — ବାୟୁ — Wind; air (Apte)
  • ସଂ. ବି—(ଶୁନ୍ଧ୍ ଧାତୁ+କର୍ତ୍ତୃ. ଯୁ) — ଘୋଟକୀ — Mare (Apte)