ଶୁନ୍ଗାଡ଼ି Ṡungāṟḍ̠i

  • ଦେ. ବି [ଯେଉଁ ଗାଡ଼ି ଶୂନ୍ଯରେ ଅର୍ଥାତ୍ ମନୁଷ୍ୟ ପଶୁ ଆଦିଙ୍କ ବଳପ୍ରୟୋଗ ବ୍ୟତିରେକେ ଚାଲେ।] — କଳଗାଡ଼ି [ଯଥା—ବୈଦ୍ୟୁତିକ ଗାଡ଼ି; ବାଇସାଇକେଲ, ମଟର, ରେଲ ଗାଡ଼ି ଆଦି] — A conveyance or vehicle propelled by machine, electricity etc
  • ଦେ. ବି [ଯେଉଁ ଗାଡ଼ି ଶୂନ୍ଯରେ ଅର୍ଥାତ୍ ମନୁଷ୍ୟ ପଶୁ ଆଦିଙ୍କ ବଳପ୍ରୟୋଗ ବ୍ୟତିରେକେ ଚାଲେ।] — ବାଇସାଇକଲ୍ — Bicycle