ଶୁନ୍ ଶାନ୍ Ṡun ṡān

  • ଦେ. ବିଣ [ସଂ. ଶୂନ୍ଯ+ଧ୍ୱନିମୂଳକ ସହଚର ଶବ୍ଦ] — ନିର୍ଜ୍ଜନ — Lonely; solitary
  • ଦେ. ବିଣ [ସଂ. ଶୂନ୍ଯ+ଧ୍ୱନିମୂଳକ ସହଚର ଶବ୍ଦ] — ନିସ୍ତବ୍ଧ — Still; calm; quiet
  • ଦେ. ବିଣ [ସଂ. ଶୂନ୍ଯ+ଧ୍ୱନିମୂଳକ ସହଚର ଶବ୍ଦ] — ନିଃଶବ୍ଦ — Soundless
  • ବି — ନିସ୍ତବ୍ଧତା — Calmness
  • ବି — ନିର୍ଜନତା — Loneliness