ଶୁନେ ଶୁନେ Ṡue ṡune

  • ଦେ. କ୍ରି. ବିଣ — ଶୁନ୍ୟେ ଶୁନ୍ୟେ; ଭୂମି ସ୍ପର୍ଶ ନ କରି — Whitout touching the ground
  • ଦେ. କ୍ରି. ବିଣ — [ଉ—ତାକୁ 3 ଜଣ ମନିଷ ଶୁନେ ଶୁନେ ଟେକି ନେଇଗଲେ] — [ଉ—ତାକୁ3ଜଣ ମନିଷ ଶୁନେ ଶୁନେ ଟେକି ନେଇଗଲେ]