ଶୁନୁବୟନ୍ Ṡunubayān

  • ଦେ. ବି [ସଂ ଶୂନ୍ୟ ଓ ବଚନ] — [ଶିଶୁରଞ୍ଜନ ପଦ]—ଯେଉଁ ଶିଶୁ ପ୍ରଥମେ ଚାହାଳିରେ ପହଞ୍ଚି ଅବଧାନଙ୍କଠାରୁ ଶୂନ୍ ପାଏ ତାହାର ଉଚ୍ଚାରଣ କରିବା ପଦ — A couple of words used by the pupil who is the first to arrive at the village-school and who gets a light stroke with the teacher's cane as a mark of appreciation
  • ଦେ. ବି [ସଂ ଶୂନ୍ୟ ଓ ବଚନ] — [ଉ—ମା ମାରେ! ଶୁନ୍ବୟାନ୍! ପାଠପଢ଼ା ବଡ଼ ଦୁଃଖ୍, ହାତ ଗୋଡ଼ ଦୁଇ ଲାଗଇ ରେ, ପଶ୍ଚାନ୍ତେ ବଡ଼ ସୁଖ୍— ଶିଶୁରଞ୍ଜନ ଗୀତ।]