ଶୁନଫୁଲା Ṡunaphulā

  • ଦେ. ବି (ସଂ. ଶୂନ୍ଯ ଓ ଫୁଲ୍ଲ ଧାତୁଜ) — କିଛି ଜ୍ଞାତ କାରଣ ନ ଥାଇ ଦେହର କୌଣସି ଅଂଶ ଫୁଲିଯିବା — A swelling of any part of the body without any assignable cause or disease