ଶୁନହଟ Ṡunahaṭa

  • ଦେ. ବି—(ନାମ)—(ସଂ. ଶୋଣିତ ପୁର) — ବାଲେଶ୍ୱର ସହରର ଗୋଟିଏ ସାହିର ନାମ — The name of a lane in the Balasore town
  • ଦେ. ବି—(ନାମ)—(ସଂ. ଶୋଣିତ ପୁର) — [ଦ୍ର— ଏହା ବାଲେଶ୍ୱରର ପ୍ରସିଦ୍ଧ ସାମନ୍ତ (ଦାସ) ବଂଶୀୟ ଜମିଦାର ମାନଙ୍କର ଅଧ୍ୟୁଷିତ ଅଂଶ; ଏହା ବାଣାସୁରର ରାଜଧାନୀ ପ୍ରାଚୀନ ଶୋଣିତପୁର ଥିଲା ବୋଲି କିମ୍ବଦନ୍ତୀ ଅଛି।]