ଶୁନଫଟକି Ṡunaphaṭa-ki
- ଦେ. ବି — (ସଂ ଶୂନ୍ଯ ଓ ଫା. ଫଟକା)— 1 । ଯେଉଁ ଫଟକା ବିନାଅଗ୍ନିରେ, ଅର୍ଥାତ୍ ତଳେ ଆଘାତ କଲେ, ଫୁଟେ — (ସଂ ଶୂନ୍ଯ ଓ ଫା. ଫଟକା)— ଯେଉଁ ଫଟକା ବିନାଅଗ୍ନିରେ, ଅର୍ଥାତ୍ ତଳେ ଆଘାତ କଲେ, ଫୁଟେ— . Crackers
- ଦେ. ବି — (ସଂ ଶୂନ୍ଯ ଓ ସ୍ଫୋଟକ)—ବିନା ଅଗ୍ନିରେ ଦେହରେ ଜନ୍ମିବା ବିସ୍ଫୋଟକ; ବିଶିଫୋଟକା — Blisters appearing in the body (without the body being scorched by fire)