ଶୁନ ଦେବା Ṡuna debā

  • ଦେ. କ୍ରି — (ଅବଧାନ) ଚାହାଳିରେ ପ୍ରଥମେ ଉପସ୍ଥିତ ଛାତ୍ରକୁ ପୁରସ୍କାରସ୍ୱରୂପ ନାମମାତ୍ର ବେତ୍ର ପ୍ରହାର କରିବା — (The teacher) To give a nominal stroke with the cane to the student who comes to the school first