ଶୁଧ୍ (ଧାତୁ) Ṡudh (root)

  • ସଂ. — ଶୋଧନ କରିବା — To purify; to refine
  • ସଂ. — ପବିତ୍ର କରିବା — To hallow
  • ସଂ. — ଭ୍ରମ ସଂଶୋଧନ କରିବା — To rectify; to correct
  • ସଂ. — ପବିତ୍ରୀକୃତ ହେବା — To become purified (Apte)
  • ସଂ. — ସଫା କରିବା — To cleanse (Apte)
  • ସଂ. — ଅନୁକୂଳ ବା ଶୁଭ ହେବା — To be auspicious or favourable (Apte)
  • ସଂ. — (ଋଣ ଆଦି) ଶୁଝିବା — To clear off; to pay off; to liquidate (Apte)
  • ସଂ. — ତଦନ୍ତ କରିବା — To investigate; to enquire [Apte]
  • ସଂ. — (ମନ) ସନ୍ଦେହ— ମୁକ୍ତ ହେବା — To have the doubts removed. (Apte)