ଶୁଧୁରେଇବା Ṡudhureibā
- ଦେ. କ୍ରି (ସଂ. ଶୁଧ୍ ଧାତୁ କିମ୍ବା ସୁଧାରାରୁ; ଶୁଧୁରିବା କ୍ରିୟାର ଣିଜନ୍ତରୂପ) — କୌଣସି ବ୍ଯକ୍ତିର ବା ବସ୍ତୁର ଦୋଷାଦିକୁ ସଂସ୍କୃତ କରାଇବା; ସୁଧାରିବା — To correct the faults of a person or a thing
- ଦେ. କ୍ରି (ସଂ. ଶୁଧ୍ ଧାତୁ କିମ୍ବା ସୁଧାରାରୁ; ଶୁଧୁରିବା କ୍ରିୟାର ଣିଜନ୍ତରୂପ) — ଅଶୁଦ୍ଧି ସଂଶୋଧନ କରିବା — To rectify a mistake; to amend
- ଦେ. କ୍ରି (ସଂ. ଶୁଧ୍ ଧାତୁ କିମ୍ବା ସୁଧାରାରୁ; ଶୁଧୁରିବା କ୍ରିୟାର ଣିଜନ୍ତରୂପ) — କୌଣସି ବ୍ଯକ୍ତିର ଦୁଷ୍ଟାମି ବା ମନ୍ଦ ଆଚରଣକୁ ସଂଶୋଧନ କରିବା — To correct or cure a person of his wickedness or bad character; to reform a person; to remove the blemishes of a person
- ଦେ. କ୍ରି (ସଂ. ଶୁଧ୍ ଧାତୁ କିମ୍ବା ସୁଧାରାରୁ; ଶୁଧୁରିବା କ୍ରିୟାର ଣିଜନ୍ତରୂପ) — କୌଣସି ବିଷୟର ଅସୁବିଧାକୁ ଦୁର କରି ତାକୁ ସୁବିଧାଜନକ କରିବା — To bring order or regularity out of confusion; to improve a matter
- ଦେ. କ୍ରି (ସଂ. ଶୁଧ୍ ଧାତୁ କିମ୍ବା ସୁଧାରାରୁ; ଶୁଧୁରିବା କ୍ରିୟାର ଣିଜନ୍ତରୂପ) — ରୁଗ୍ଣ ଶରୀରକୁ ଆରୋଗ୍ୟ କରିବା — To cure a person of illness
- ଦେ. କ୍ରି (ସଂ. ଶୁଧ୍ ଧାତୁ କିମ୍ବା ସୁଧାରାରୁ; ଶୁଧୁରିବା କ୍ରିୟାର ଣିଜନ୍ତରୂପ) — ନିୟମାଧୀନ କରାଇବା — To regulate
- ଦେ. କ୍ରି (ସଂ. ଶୁଧ୍ ଧାତୁ କିମ୍ବା ସୁଧାରାରୁ; ଶୁଧୁରିବା କ୍ରିୟାର ଣିଜନ୍ତରୂପ) — ବେଧାରାରୁ ଧାରାକୁ ଆଣିବା — To bring out method from chaos
- ଦେ. କ୍ରି (ସଂ. ଶୁଧ୍ ଧାତୁ କିମ୍ବା ସୁଧାରାରୁ; ଶୁଧୁରିବା କ୍ରିୟାର ଣିଜନ୍ତରୂପ) — ମରାମତ କରିବା — To repair
- ଦେ. କ୍ରି (ସଂ. ଶୁଧ୍ ଧାତୁ କିମ୍ବା ସୁଧାରାରୁ; ଶୁଧୁରିବା କ୍ରିୟାର ଣିଜନ୍ତରୂପ) — ନିୟମାଧୀନ କରିବା — To regulate