ଶୁଧୁରିବା Ṡudhuribā
- ଦେ. କ୍ରି (ଅକର୍ମକ; ସଂ. ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ବା ସୁଧାରାରୁ) — ସଂସ୍କୃତ ବା ଷୋଧିତ ହେବା — To be corrected or reformed or amended
- ଦେ. କ୍ରି (ଅକର୍ମକ; ସଂ. ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ବା ସୁଧାରାରୁ) — ଅନିୟମରୁ ନିୟମକୁ ଆସିବା — To become regular; to be regulated
- ଦେ. କ୍ରି (ଅକର୍ମକ; ସଂ. ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ବା ସୁଧାରାରୁ) — ନିର୍ଦ୍ଦୋଷ ହେବା — To be faultless
- ଦେ. କ୍ରି (ଅକର୍ମକ; ସଂ. ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ବା ସୁଧାରାରୁ) — ରୋଗମୁକ୍ତ ହେବା — To be cured
- ଦେ. କ୍ରି (ଅକର୍ମକ; ସଂ. ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ବା ସୁଧାରାରୁ) — ଉନ୍ନତି କରିବା — To improve
- ଦେ. କ୍ରି (ଅକର୍ମକ; ସଂ. ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ବା ସୁଧାରାରୁ) — ଉନ୍ନତ ହେବା — To improved
- ଦେ. କ୍ରି (ଅକର୍ମକ; ସଂ. ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ବା ସୁଧାରାରୁ) — (ଯଥା—ତା ମନ୍ଦ ଅଭ୍ୟାସ ଶୁଧୁରିଲା ନାହିଁ)
- ଦେ. କ୍ରି (ଅକର୍ମକ; ସଂ. ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ବା ସୁଧାରାରୁ) — ନିଜର ଚରିତ୍ର ସଂଶୋଧନ କରିବା — To reform one's self
- ଦେ. କ୍ରି (ଅକର୍ମକ; ସଂ. ଶୁଧ ଧାତୁ ଜ=ଶୁଦ୍ଧ କରଣରୁ କିମ୍ବା ସୁଧାରାରୁ) — ମରାମତ କରାଯିବା — To be repaired