ଶୁଧାଇବା Ṡudhāibā
- ପ୍ରାଦେ. କ୍ରି (ସଂ. ଶୁଧ୍ ଧାତୁର) ସୁଝାଇବା; ପରିଶୋଧ କରାଇବା — To cause to repay
- ପ୍ରାଦେ. କ୍ରି (ସଂ. ଶୁଧ୍ ଧାତୁର) (ସଂ. ଶୁଦ୍ଧ) ପରିଶୁଦ୍ଧ କରିବା — To cleanse; to purify
- ପ୍ରାଦେ. କ୍ରି (ସଂ. ଶୁଧ୍ ଧାତୁର) ସୁଧାଇବା, ଶୁଧୁରାଇବା (ଦେଖ) — Ṡudhāibā, Ṡudhurāibā (See)