ଶୁଧହେବା Ṡudhahebā

  • ଦେ. କ୍ରି — ମୃତବ୍ଯକ୍ତିର କୁଟୁମ୍ବଗଣ ନିର୍ଦ୍ଦିଷ୍ଟ ଶୌଚ ଦିବସ ପରେ ସ୍ନାନାଦି କରି ପାକ ପାତ୍ରାଦି ପରିବର୍ତ୍ତନ ପୂର୍ବକ ଶୁଦ୍ଧିଲାଭ କରିବା — To undergo purificatory rites after a person's death. (said of the kinsmen of a deceased)