ଶୁଦ୍ଧ Ṡuddha

  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ନିର୍ଦ୍ଦୋଷ — Faultless
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ନିଷ୍ପାପ — Sinless
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ଅନିନ୍ଦିତ — Blameless
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ନିଷ୍କଳଙ୍କ — Stainless
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ନିରଞ୍ଜନ; ନିର୍ମଳ — Clean
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ପରିଷ୍କୃତ — Cleaned
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ପୂତ; ପବିତ୍ର — Pure; holy
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ପବିତ୍ରୀକୃତ — Purified
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ଶୂଭ୍ର; ଶୁକ୍ଳ — White
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ପବିତ୍ରକାରୀ — Purifying
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ଉଜ୍ଜ୍ୱଳ — Bright
  • ସଂ. ବିଣ (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ) — ସ୍ୱଚ୍ଛ — Transparent; pellucid