ଶୁଦ୍ Ṡud

  • ଦେ. ବି (ସଂ. ଶୂଦ୍ର) — ଶୂଦ୍ର ଜାତି — Ṡūdra caste
  • ଦେ. ବି (ସଂ. ଶୂଦ୍ର) — (ଯଥା—ଶୁଦ କପିଳା)
  • ଦେ. ବି (ସଂ. ଶୂଦ୍ର) — ଶୂଦ୍ରଜାତି ବିଶେଷ — A class of Ṡūdras
  • ଦେ. ବି (ସଂ. ଶୂଦ୍ର) — (ଏମାନେ ମହାନ୍ତି ପ୍ରଭୃତି ସଂଜ୍ଞାରେ ଅଭିହିତ ହୁଅନ୍ତି। ମାତ୍ର ସମାଜରେ ଏମାନଙ୍କ ସ୍ଥାନ କରଣମାନଙ୍କର ଅନେକ ତଳରେ।)
  • ବିଣ (ସଂ. ଶୂଦ୍ର) — ଶୂଦ୍ର ଜାତୀୟ — Belonging to Ṡūdra caste
  • ବିଣ (ସଂ. ଶୂଦ୍ର) — [ଯଥା—ଶୂଦ୍ର ଚଷା]
  • ବୈଦେ. ବି — ସୁଦ (ଦେଖ) — Suda (See)
  • ଦେ. କ୍ରି. ବିଣ (ସଂ ଶୁଦ୍ଧ) — ବିବାକ୍ — Wholly
  • ଦେ. କ୍ରି. ବିଣ (ସଂ ଶୁଦ୍ଧ) — କେବଳ — Only
  • ଦେ. କ୍ରି. ବିଣ (ସଂ ଶୁଦ୍ଧ) — ସଂପୂର୍ଣ୍ଣରୂପେ — Fully; totally
  • ଦେ. କ୍ରି. ବିଣ (ସଂ ଶୁଦ୍ଧ) — [ଉ—ଶୁଦ୍ ଉତ୍ତର — Due north,ଶୁଦ୍ ପୂର୍ବକୁWholly or directly to the east.]