ଶୁଦ୍ଧ ଅଶୁଦ୍ଧ ପୁରାଇ ଗାଇବ, ଲେଖନକାର ଦୋଷ ନ ଧରିବ Ṡuddha aṡuddha purāi gāiba, lekhanakāra dosha nadhariba

  • ଦେ. ପ୍ରବଚନ (ବ୍ୟଙ୍ଗ୍ୟୋକ୍ତି) — (ପୁସ୍ତକ ବା ଗ୍ରନ୍ଥାଦି ଲେଖିବା ବ୍ଯକ୍ତିର ପାଠକଙ୍କୁ ଏଥିର ପ୍ରାର୍ଥନା; ଏଥିର ଅର୍ଥ) ଲେଖକର ଦୋଷରୁ ଗ୍ରନ୍ଥରେ ରହି ଯାଇଥିବା ଅଶୁଦ୍ଧିମାନଙ୍କୁ ଶୁଦ୍ଧ କରି ପାଠ କରିବ ଓ ଲେଖକକୁ ଦୋଷ ନ ଦେବ — A couplet used by writers of manuscripts and intended as a request to the readers) please read the text without minding the scribe's mistakes