ଶୁଦ୍ଧୋଦନ Ṡuddhodana
- ସଂ. ବି — (ନାମ)—ଶାକ୍ୟସିଂହ ବୁଦ୍ଧଙ୍କର ପିତା ଓ ମତା— ନ୍ତରରେ ପିତାମହ — The name of the father and (according to some the grandfather) of the Buddha
- ସଂ. ବି — [ଦ୍ର— ହିମାଳୟର ପାଦଦେଶରେ ଓ ଅଯୋଧ୍ୟାର ଉତ୍ତରରେ ଅବସ୍ଥିତ କପିଳାବାସ୍ତୁ ରାଜ୍ୟର ରାଜା। ଏ ରାଜା ଦଣ୍ଡପାଣିଙ୍କ 2 ଟି କନ୍ଯା ମହାମାୟା ଓ ଗୌତମୀଙ୍କୁ ବିବାହ କରିଥିଲେ, ମହାମାୟାଙ୍କ ଗର୍ଭରେ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ। ମତାନ୍ତରରେ ଶୁଦ୍ଧୋଦନ ବୁଦ୍ଧଦେବଙ୍କ ପିତାମହ ଓ ବୁଦ୍ଧ— ଦେବଙ୍କ ପିତାଙ୍କ ନାମ ଶୁଦ୍ଧୋଦନି।] — [ଦ୍ର— ହିମାଳୟର ପାଦଦେଶରେ ଓ ଅଯୋଧ୍ୟାର ଉତ୍ତରରେ ଅବସ୍ଥିତ କପିଳାବାସ୍ତୁ ରାଜ୍ୟର ରାଜା ଏ ରାଜା ଦଣ୍ଡପାଣିଙ୍କ2ଟି କନ୍ଯା ମହାମାୟା ଓ ଗୌତମୀଙ୍କୁ ବିବାହ କରିଥିଲେ, ମହାମାୟାଙ୍କ ଗର୍ଭରେ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ ମତାନ୍ତରରେ ଶୁଦ୍ଧୋଦନ ବୁଦ୍ଧଦେବଙ୍କ ପିତାମହ ଓ ବୁଦ୍ଧ— ଦେବଙ୍କ ପିତାଙ୍କ ନାମ ଶୁଦ୍ଧୋଦନି]