ଶୁଦ୍ଧାନ୍ତ ବାସିନୀ Ṡuddhānta bāsinī

  • ସଂ. ବିଣ (ଉପପଦ ତତ୍ପୁରୁଷ) — ପରଦାନସୀନ ସ୍ତ୍ରୀ; ଅନ୍ତପୁରବାସିନୀ — (a woman) Observing the privacy of the harem; pardānashin (woman)