ଶୁଦ୍ଧ ସୁବର୍ଣ୍ଣ Ṡuddha subarṇṇa

  • ସଂ. ବି (କର୍ମଧା) — ଖାଣ୍ଟି ବା ଅନ୍ଯ ଧାତୁ ଅମିଶ୍ରିତ ସ୍ୱର୍ଣ୍ଣ — Pure or unalloyed gold
  • ସଂ. ବି (କର୍ମଧା) — (ଲକ୍ଷଣାର୍ଥ) ପବିତ୍ରାତ୍ମା — (figurative) Pure-minded