ଶୁଦ୍ଧ ମତି Ṡuddha mati

  • ସଂ. ବି (କର୍ମଧା=ଶୁଦ୍ଧ+ମତି) — ପବିତ୍ର ଚିତ୍ତ — Pure heart
  • ସଂ. ବି (କର୍ମଧା=ଶୁଦ୍ଧ+ମତି) — ପବିତ୍ର ମନ — Pure mind
  • ବିଣ (ପୁଂ ଓ ସ୍ତ୍ରୀ) (ବହୁବ୍ରୀହି; ଶୁଦ୍ଧ ଅଟେ ମତି ଯାହାର) — ପବିତ୍ରଚେତାଃ — Pure-minded