ଶୁଣ୍ଡିଆଣି Ṡuṇḍiāṇī
- ଦେ. ବି. ସ୍ତ୍ରୀ—(ସଂ. ଶୌଣ୍ଡିନୀ; ଶୁଣ୍ଡିନୀ) — ଶୁଣ୍ଡୀର ସ୍ତ୍ରୀ — The wife of a grogdealer or distiller
- ଦେ. ବି. ସ୍ତ୍ରୀ—(ସଂ. ଶୌଣ୍ଡିନୀ; ଶୁଣ୍ଡିନୀ) — [ଦ୍ର—ଶୁଣ୍ଡିଆଣୀ ହାତେ ଦୁଧ, ଲୋକେ ବୋଲନ୍ତି ମଦ—ପ୍ରବଚନ ବା ନ୍ଯାୟ—ସଂ. "ପୟୋଽପ ଶୌଣ୍ଡିକା ହସ୍ତେ, ବାରୁଣୀତ୍ୟଭିଧୀୟତେ' ଶୁଣ୍ଡିଆଣୀ ହାତରେ ଦୁଧ ଦେଖିଲେ ସୁଦ୍ଧା ଲୋକେ ତାହାକୁ ମଦ ବୋଲି ଅନୁମାନ କରିବା ସ୍ୱାଭାବିକ। ସେହିପରି ମନ୍ଦ ଲୋକଙ୍କ ସଙ୍ଗେ କୌଣସି ଭଲଲୋକକୁ ଦେଖିଲେ ଭଲ ବ୍ଯକ୍ତିକୁ ମନ୍ଦ ବୋଲି ଲୋକଙ୍କର ଭାବିବା ସ୍ୱାଭାବିକ।]