ଶୁଣ୍ଡାଳ Ṡuṇḍāḻa

  • ସଂ. ବି—(ଶୁଣ୍ଡା+ ଳ, ଯୁକ୍ତାର୍ଥେ) — ହାତି — The elephant
  • ସଂ. ବି—(ଶୁଣ୍ଡା+ ଳ, ଯୁକ୍ତାର୍ଥେ) — [ଉ—ଚିତ୍ରମୁଣ୍ଡ କେତେ ଆସନ୍ତି ଶୁଣ୍ଡାଳ। ରାଧାନାଥ, ଦରବାର।]