ଶୁଣ୍ଠିଆ Ṡuṇṭhiā

  • ଦେ. ବି — ବିଧବା ସ୍ତ୍ରୀଲୋକମାନଙ୍କ ପିନ୍ଧିବାର ଧଡ଼ି ଓ ମୁହଁ ନ ଥିବା ଲୁଗା; ଭୁନି — A cloth without hem and border used by Hindu widows
  • ବିଣ ପୁଂ ଓ ସ୍ତ୍ରୀ — ଅତି କୃପଣ (ବ୍ଯକ୍ତି) — Very miserly person