ଶୁଣି ଯିବା Ṡuṇi j̄ibā

  • ଦେ. କ୍ରି — (ଦୂରସ୍ଥ ବ୍ଯକ୍ତି) କଥକଙ୍କ ନିକଟକୁ କୌଣସି ବିଷୟ ଶୁଣିବା ପାଇଁ ଆସିବା — 1. To come to a peson from a distance to hear a thing from him
  • ଦେ. କ୍ରି — [ଉ— ତୁମେ ମୋଠାରୁ 100 ହାତ ତଫାତରେ ଅଛ, ମୁଁ ବଡ଼ ପାଟି କରି ପାରୁ ନାହିଁ, ତୁମେ ମୋ ପାଖରୁ ଏ କଥା ଶୁଣି ଯାଅ।] — [ଉ— ତୁମେ ମୋଠାରୁ100ହାତ ତଫାତରେ ଅଛ, ମୁଁ ବଡ଼ ପାଟି କରି ପାରୁ ନାହିଁ, ତୁମେ ମୋ ପାଖରୁ ଏ କଥା ଶୁଣି ଯାଅ]
  • ଦେ. କ୍ରି — କିଛି କାଳ ଲାଗି କୌଣସି ବିଷୟ ଶୁଣିବା — To go hearing for a length of time
  • ଦେ. କ୍ରି — [ଉ—ମୁଁ ପଦ୍ୟଟି ମୁଖସ୍ଥ କରିଅଛି, ମୁଁ ସେ ପଦ୍ୟଟି ବୋଲି ଯାଉଛି, ତୁମେ ଶୁଣି ଯାଅ।]