ଶୁଣି ପାରିବା Ṡuṇi pāribā

  • ଦେ. କ୍ରି — କୌଣସି ବିଷୟ ଶ୍ରବଣ କରିବାକୁ ଯଥେଷ୍ଟ ଶ୍ରବଣଶକ୍ତି ସଂପନ୍ନ ହେବା — To be able to hear a thing
  • ଦେ. କ୍ରି — [ଉ—ବଧିରତା ଯୋଗୁ ମୁଁ ଏବେ ଦୂରରୁ କଥା ଶୁଣିପାରୁ ନାହିଁ।]
  • ଦେ. କ୍ରି — କୌଣସି ଗୁପ୍ତ ବା ଆବଶ୍ୟକ ବିଷୟ ଆପଣା ଆଗରେ ପ୍ରକାଶିତ ହେବା, ଯଥେଷ୍ଟରୂପେ ବିଶ୍ୱାସୀ ବୋଲି କଥକଦ୍ୱାରା ବିବେଚିତ ହେବା — To be considered fit or trustworthy to be told any important of secret matter
  • ଦେ. କ୍ରି — [ଉ—ଆପଣମାନଙ୍କ ଗୋପନ ପରାମର୍ଶ ମୁଁ କି ଶୁଣିପାରିବି ନାହିଁ।]
  • ଦେ. କ୍ରି — ଶୁଣା ପାଇବା (ଦେଖ) — Suṇā pāibā (See)