ଶୁଣାବନ୍ତି Ṡuṇābanti

  • ଦେ. (ପ୍ରାଚୀନ ପଦ୍ଯ) କ୍ରି — ଶୁଣାଇବା କ୍ରିୟାର ଶୁଣାନ୍ତିର ପ୍ରାଚୀନ ଆକାର; ଶ୍ରବଣ କରାନ୍ତି — (Archaic form) To cause to hear