ଶୁଣାଇବା Ṡuṇāibā

  • ଦେ. କ୍ରି (ସଂ. ଶ୍ରୁ ଧାତୁ ଣିଚ୍) — କୌଣସି ବ୍ଯକ୍ତିକୁ କୌଣସି କଥା ଶ୍ରବଣ କରାଇବା — To cause a person to hear something
  • ଦେ. କ୍ରି (ସଂ. ଶ୍ରୁ ଧାତୁ ଣିଚ୍) — ଅନ୍ଯ ବ୍ଯକ୍ତି ଆଗରେ କୌଣସି କଥା କହିବା — To say something in the hearing of a person
  • ଦେ. କ୍ରି (ସଂ. ଶ୍ରୁ ଧାତୁ ଣିଚ୍) — ଯଶଃ ବା ନିନ୍ଦା ଆଦି ଲୋକମୁଖରୁ ଶୁଣିବାର ଉପାୟ କରିବା — To cause a person to hear good or bad things regarding himself
  • ଦେ. କ୍ରି (ସଂ. ଶ୍ରୁ ଧାତୁ ଣିଚ୍) — (ଉ—ଆହା ଦଇବରେ କି ଶୁଣାଇଲୁ ମୋତେ। କୃଷ୍ଣସିଂହ, ମହାଭାରତ।)