ଶୁଣନ୍ତା Ṡuṇantā

  • ଦେ. ବିଣ — ଶୁଣୁଥିବା (ବ୍ଯକ୍ତି) — Hearing
  • ଦେ. ବିଣ — [ଉ— ସେ ଜ୍ଞାନ ତୋତେ ମୁଁ କହିବି, ଶୁଣନ୍ତା ପ୍ରାଣୀ ନିସ୍ତାରିବି—ଜଗନ୍ନାଥ, ଭାଗବତ।]