ଶୁଝିଦେବା Ṡujhi debā
- ଦେ. କ୍ରି (ସଂ. ଶୁଧ୍ ଧାତୁ) — ଶୁଝିବା — To clear off; to repay
- ଦେ. କ୍ରି (ସଂ. ଶୁଧ୍ ଧାତୁ) — ଦେଣା ଆଦିକୁ ସମ୍ପୂର୍ଣ୍ଣରୂପେ ପରିଶୋଧ କରିବା — To clear off a debt; to liquidate a loan
- ଦେ. କ୍ରି (ସଂ. ଶୁଧ୍ ଧାତୁ) — ପ୍ରତିହିଂସା ନେବାକୁ ସମର୍ଥ ହେବା — To succeed in taking revenge