ଶୁଝାହେବା Ṡujhā hebā

  • ଦେ. କ୍ରି — ଶୁଝିବା କ୍ରିୟାର କର୍ମବାଚ୍ୟ ରୂପ; ପରି ଶୋଧିତ ହେବା — To be liquidated
  • ଦେ. କ୍ରି — [ଉ—ବାରେ କ୍ଷୀରପାନେ ଜୀବ, ବୋଧିଲୁ, ଏ ସୁଝା ଯିବ—ଭଞ୍ଜ, ବୈଦେହୀଶବିଳାସ।]