ଶୁଝାଇବା Ṡujhāibā

  • ଦେ. କ୍ରି (ସଂ. ଶୁଧ୍ ଧାତୁର ଣିଜନ୍ତ; ଶୁଝିବା କ୍ରିୟାର ଣିଜନ୍ତ ରୂପ) — ଅନ୍ଯ ବ୍ଯକ୍ତି ଦ୍ୱାରା (ଋଣ ଆଦି) ଶୁଝାଇବା କ୍ରିୟା କରାଯିବା — To cause another person to pay off his debts
  • ଦେ. କ୍ରି (ସଂ. ଶୁଧ୍ ଧାତୁର ଣିଜନ୍ତ; ଶୁଝିବା କ୍ରିୟାର ଣିଜନ୍ତ ରୂପ) — ବୁଝାଇବା କ୍ରିୟାର ସହଚର ଶବ୍ଦ; ଚିତ୍ତରୁ ଭ୍ରମ 'ଶୋଧନ କରିବା' ଭାବରୁ ଏ ଶବ୍ଦର ଏହି ବ୍ଯବହାର ଗୃହୀତ। କୌଣସି ବ୍ଯକ୍ତିକୁ କୌଣସି ବିଷୟ ସମଜାଇବା — To cause another person to comprehend or understand a matter
  • ଦେ. କ୍ରି (ସଂ. ଶୁଧ୍ ଧାତୁର ଣିଜନ୍ତ; ଶୁଝିବା କ୍ରିୟାର ଣିଜନ୍ତ ରୂପ) — ଶୁଝା ଯିବା, ପରିଶୋଧ ହେବା — To be paid up or liquidated
  • ଦେ. କ୍ରି (ସଂ. ଶୁଧ୍ ଧାତୁର ଣିଜନ୍ତ; ଶୁଝିବା କ୍ରିୟାର ଣିଜନ୍ତ ରୂପ) — (ବର ପାତ୍ର ଓ କନ୍ଯା ପାତ୍ରଙ୍କ ଜାତକ) ପରସ୍ପର ସହିତ ମେଳ ହେବା; ସୁଝିବା — To tally with each other. (said of the horoscopes of proposed bride and a bridegroom elect.)
  • ଦେ. କ୍ରି (ସଂ. ଶୁଧ୍ ଧାତୁର ଣିଜନ୍ତ; ଶୁଝିବା କ୍ରିୟାର ଣିଜନ୍ତ ରୂପ) — ପ୍ରତିହିଂସା ନେବା; ବୈର ଶୋଧ କରିବା — To take revenge
  • ଦେ. କ୍ରି (ସଂ. ଶୁଧ୍ ଧାତୁର ଣିଜନ୍ତ; ଶୁଝିବା କ୍ରିୟାର ଣିଜନ୍ତ ରୂପ) — [ଉ—ମୁହଁଟି ଅଟେ ଶଚୀ ଦେବୀଙ୍କର ବର, ଶୁଝାଇଲି ତୁମ୍ଭଙ୍କୁ ଯେ ଥିଲା ବଇର—କୃଷ୍ଣସିଂହ, ମହାଭାରତ।]
  • ଦେ. କ୍ରି (ସଂ. ଶୁଧ୍ ଧାତୁର ଣିଜନ୍ତ; ଶୁଝିବା କ୍ରିୟାର ଣିଜନ୍ତ ରୂପ) — ବୁଝାଇବା କ୍ରିୟାର ସହଚରରୂପେ ବ୍ଯବହୃତ) ଉତ୍ତମରୂପେ ବୁଝାଇ ଦେବା — To explain clearly