ଶୁଚି Ṡuchi

  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ. ଇ) — ପବିତ୍ର; ଶୁଦ୍ଧ — Pure; holy
  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ. ଇ) — ନିର୍ମଳ — Clean; clear
  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ. ଇ) — ନିର୍ଦୋଷ — Faultless; blameless
  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ. ଇ) — ଅନୁପହତ; ଅନାହତ — Unhurt
  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ. ଇ) — ଶୁଭ୍ର — Bright
  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ. ଇ) — ଅନୁକୂଳ — Favourable
  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ. ଇ) — ଶୁକ୍ଳ; ଧଳା — White
  • ସଂ. ବି. ଶୁଦ୍ଧତା; ପବିତ୍ରତା — Purity; holiness
  • ସଂ. ବି. ନିର୍ମଳତା — Cleanness; clearness. lucidity
  • ସଂ. ବି. ନିର୍ଦୋଷତା — Faultlessness
  • ସଂ. ବି. ଶ୍ୱେତ ବର୍ଣ୍ଣ; ଶୁକ୍ଳ ବର୍ଣ୍ଣ — White colour
  • ସଂ. ବି. ଶୁକ୍ଳତା — Whiteness