ଶୁଚିବନ୍ତ Ṡuchibanta

  • ଦେ. ବିଣ (ସଂ. ଶୁଚି+ବତ) — ପବିତ୍ର; ଶୁଦ୍ଧପୂତ — Neat and clean
  • ଦେ. ବିଣ (ସଂ. ଶୁଚି+ବତ) — [ଉ—ସକଳ ସାମଗ୍ର ଘେନି ଶୁଚିବନ୍ତ ହୋଇ ହୋମ କରି ବସିଲେ—ବିଚିତ୍ରରାମାୟଣ।]