ଶୁଚି ବାଇ Ṡuchi bāi

  • ଦେ. ବି — ଶାରୀରିକ ପବିତ୍ରତା କ୍ଷୋକରିବା ନିମନ୍ତେ ଦୃଢ଼ବ୍ରତ — A craze to remain pure in body; great nicity in remaining immaculate in body
  • ଦେ. ବି — ଏକପ୍ରକାର ପାଗଳାମି ବା ବାତୁଳତା — A kind of insanity in which the patient fears that he is polluted and goes on washing and cleansing his body
  • ଦେ. ବି — [ଦ୍ର—ଏଥିରେ ରୋଗୀ ମନରେ ସବୁ— ବେଳେ ଏହି ଧାରଣା ହୁଏ ଯେ ସେ ଅନ୍ଯ ଲୋକର ବା ବସ୍ତୁର ସ୍ପର୍ଶଦ୍ୱାରା ଅଶୁଚି ହୋଇ ଯାଉଅଛି ଓ ଏଥିପାଇଁ କାହାକୁ ଛୁଏଁ ନାହିଁ ଓ ସବୁବେଳେ ଦେହ ହାତ ଧୋଉ ଥାଏ ଓ ସ୍ନାନ କରୁଥାଏ।)
  • ବିଣ (ସ୍ତ୍ରୀ ଓ ପୁଂ) ଶୁଚିତା ରକ୍ଷା ନିମନ୍ତେ ପାଗଳପ୍ରାୟ; ନିଆମୀ — One who always tries to observe purity; excessively observant of keeping one's body ceremonially pure
  • ବିଣ (ସ୍ତ୍ରୀ ଓ ପୁଂ) ଦ୍ର—ଆମ୍ଭମାନଙ୍କ ମଧ୍ୟରେ ଏପରି ଲୋକ ଦେଖାଯାଆନ୍ତି ଯେଉଁ ମାନେ ଶୁଚିତା ବିଶେଷତଃ ଦୈହିକ ଶୁଚିତା ରକ୍ଷା କରିବା ପାଇଁ ପାଗଳପ୍ରାୟ ହୋଇଥାଆନ୍ତି। କାଳେ କେଉଁ ସ୍ଥାନରେ କିଏ ଛେପ ପକାଇଥିବ, କାଳେ କୌଣସି ବସ୍ତୁକୁ କୌଣସି ଅସ୍ପୃଶ୍ୟ ବ୍ଯକ୍ତି ଛୁଇଁ ପକାଇଥିବ, କାଳେ ବାଟରେ ଯିବା ବେଳେ ମଇଳା ଉପରେ ବା ଖପରା ଉପରେ ଗୋଡ଼ ପଡ଼ିଯିବ ଏହି ଚିନ୍ତାରେ ସେମାନେ ସର୍ବଦା ବାୟୁ— ଗ୍ରସ୍ତ। ସେମାନେ ବାହାରେ କେଉଁଆଡ଼େ ଗଲେ ତେଣୁ ଫେରି ଘରେ ପଶିବା ପୂର୍ବରୁ ସ୍ନାନ କରନ୍ତି। ଅନ୍ଯ ବ୍ଯକ୍ତିକୁ ଛୁଇଁଲେ ସ୍ନାନ କରନ୍ତି। ଏହିପରି ଅତିରିକ୍ତ ପରିମାଣରେ ଶୁଚିତା ରକ୍ଷା କରିବାରେ ସର୍ବଦା ବ୍ୟସ୍ତ ଥାଆନ୍ତି। ଏହିଭଳି ସ୍ତ୍ରୀମାନଙ୍କୁ "ନିଆମୀ ନାନୀ" ବୋଲି ଅନ୍ୟମାନେ ଡାକନ୍ତି ଓ ବ୍ୟଙ୍ଗ କରନ୍ତି।)
  • ବିଣ (ସ୍ତ୍ରୀ ଓ ପୁଂ) ଶୁଚିବାୟା (ଦେଖ) — Ṡuchi bāyā (See)